
ମୃତ ତିନି ଶିଶୁ ଙ୍କ ପରିବାର ଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ଶନିବାର ଧାନ ଖଳା ରେ ଖେଳୁଥିବା ସମୟରେ ହଠାତ ନିଆଁ ରେ ତିନି ନିଷ୍ପାପ ଶିଶୁ ଙ୍କ ଅକାଳ ବିୟୋଗ ପରେ ସ୍ତବ୍ଧ ହୋଇପଡିଛି ବିଜମରା ଗ୍ରାମ, ଶୋକ ସନ୍ତାପ ପରିବାର ଏବେ ମାନସିକ ଚାପ ରେ ରହିଥିବା ବେଳେ ସେମାନଙ୍କୁ ସମବେଦନା ଓ ଆଶ୍ୱାସନା ଦେବାକୁ ବିଜେପି ର ଏକ ପ୍ରତିନିଧି ଦଳ ପହଂଚି ପରିବାର ଵର୍ଗ ଙ୍କୁ ଭେଟି ଆର୍ଥିକ ସହାୟତା ଓ ନୂତନ ବସ୍ତ୍ର ଦେଇଥିଲେ, ବିଜେପି ରାଜ୍ୟ ଯୁବମୋର୍ଚା ସଦସ୍ୟ ଲଷ୍ମୀକାନ୍ତ ବାଗ, ମଧୁବନ ପାତ୍ର ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।।।।
#odishatimes,#odisha time,#kalahandi news,#odisha news,BJP leaders met the family of minor girls who were charred to death in Koksara,
0 Comments